ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମର ରାସ୍ତା କଡ଼ରେ ଥିବା ଅଚଳ ନଳକୂପକୁ ନେଇ ଗତ ସପ୍ତାହରେ ‘ଓଡ଼ିଶା ଲୋକାଲ’ରେ ଖବର ପ୍ରକାଶିତ ହୋଇଥିଲା।
ଖବର ପ୍ରକାଶିତ ପରେ ଆଜି ପ୍ରସାଶନ ପକ୍ଷରୁ ନଳକୂପ ମରାମତି ହେଲା। ଏନେଇ ସ୍ଥାନୀୟ ଲୋକେ ‘ଓଡ଼ିଶା ଲୋକାଲ’ କୁ ଧନ୍ୟବାଦ ଜଣାଇଛନ୍ତି।
Credible Local News of Odisha