ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ଠାରେ ନଳକୂପ ଅଚଳ ନେଇ ଗତ କିଛି ଦିନ ତଳେ’ ଓଡିଶା ଲୋକାଲ’ ରେ ଖବର ପ୍ରକାଶିତ ହୋଇଥିଲା।
ଖବର ପ୍ରକାଶିତ ପରେ ଆଜି ପ୍ରଶାସନ ପକ୍ଷରୁ ନଳକୂପ ମରାମତି ହୋଇଛି। ଏନେଇ ସ୍ଥାନୀୟ ଲୋକେ ଓଡ଼ିଶା ଲୋକାଲ କୁ ଧନ୍ୟବାଦ ଜଣାଇଛନ୍ତି।
Credible Local News of Odisha