ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗାଁ ମଝିରେ ଥିବା ନଳକୂପ ମରାମତି ପାଇଁ ଗତକାଲି “ଓଡିଶା ଲୋକାଲ” ରେ ଖବର ପ୍ରକାଶିତ ହୋଇଥିଲା।
ଖବର ପ୍ରକାଶିତ ପରେ ଆଜି ଉକ୍ତ ନଳକୂପଟି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମରାମତି ହୋଇଥିବା ଦେଖିବାକୁ ମିଳିଛି।
Credible Local News of Odisha