ଖଦି ବୋର୍ଡର ବୋର୍ଡ ସଦସ୍ୟ ବୈଠକ

ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡର ବୋର୍ଡ ସଦସ୍ୟଙ୍କ ବୈଠକ ଆଜି ବୋର୍ଡ ପରିସରରେ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ବୋର୍ଡର ସମସ୍ତ ସଦସ୍ୟ, ସଚିବ, କେଭିସିଆଇର ପ୍ରତିନିଧୀ, ଶିଳ୍ପ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ଆରସିଏସ୍ ଏବଂ ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes