ଖଣି କ୍ଷେତ୍ରରେ ଓଡିଶାକୁ ରାଷ୍ଟ୍ରୀୟ ପୁରସ୍କାର

ଖଣି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଷଷ୍ଠ ଖଣି ଓ ଖଣିଜ କନକ୍ଳେଭ ଅବସରରେ ଓଡିଶାକୁ ଦ୍ଵିତୀୟ ପୁରସ୍କାର ଭାବେ ଦୁଇ କୋଟି ଟଙ୍କା ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije