କ୍ୱାକ୍‌ର ଭୁଲ ଇଂଜେକସନ ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ

ତୁରେକେଲା ଥାନା ମହୁଲପାଟି ଗାଁରେ ଏହି ଘଟଣା ଘଟିଛି। ଗୋଡ଼ ହାତରେ ଯନ୍ତ୍ରଣା ହେବାରୁ ମୃତକ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes