କ୍ୟୁଆର କୋଡ୍‌ ପଟ୍ଟା ଆସିବ: ରାଜସ୍ୱ ମନ୍ତ୍ରୀ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ଜମି ପଟ୍ଟା ଆସିବ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍‌ ଜମି ପଟ୍ଟା ଆସିବ, କ୍ୟୁଆର୍ କୋଡ୍‌ ସ୍କାନ୍‌ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ।

ଜମି କିଣାବିକାରେ ଆଉ ହୋଇପାରିବ ନାହିଁ ଠକେଇ। ଲୋକଙ୍କୁ ଠକି ଜମି କିଣାବିକା ଉପରେ ରୋକ୍‌ ଲାଗିବ। ଠକାମୀ ଉପାୟରେ ଜମି କିଣା ବିକା କଲେ ସୂଚନା ମିଳିବ। ସଙ୍ଗେ ସଙ୍ଗେ ତହସିଲଦାର ଓ RI ସବୁ ଜାଣିପାରିବେ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes