କ୍ୟାବିନେଟ ମନ୍ତ୍ରୀ ହେଲେ ପ୍ରଦୀପ କୁମାର ଅମାତ

ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧରୁ ପାଞ୍ଚଥର ବିଧାୟକ ହୋଇଥିବା ପ୍ରଦୀପ କୁମାର ଅମାତ ଆଜି ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି l

ସେ ଥରେ ବାଚସ୍ପତି ହେବା ସହ ଦୁଇ ଥର ମନ୍ତ୍ରୀ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version