ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶିକା ଭାବେ ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କୁ ସରକାର ନିଯୁକ୍ତ କରିଛନ୍ତି।
ସେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଟ ରିସର୍ଚ୍ଚ ପ୍ରତିଷ୍ଠାନ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସର ପାଣି ଏସସିବି ମେଡିକାଲ କଲେଜ ଆନେସ୍ଥେସିଓଲୋଜି ବିଭାଗରେ କାର୍ଯ୍ୟରତ ଅଛନ୍ତି ।