ଭିଡ଼ ଏଡ଼ାଇବା ଲାଗି କାଲିଠୁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।
ପ୍ରତିଦିନ ହସ୍ପିଟାଲରେ ୬୦-୭୦ ପଜିଟିଭ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡମିଟ୍ ହେଉଛନ୍ତି, ଏବେ ୬୨ ଚିକିତ୍ସାଧୀନ ଅଛନ୍ତି।
Credible Local News of Odisha