କ୍ୟାପିଟାଲ ହସ୍ପିଟାଲରେ ଆବର୍ଜନା ଗନ୍ଧ

ନୂଆ ଟେଣ୍ଡର ନୀତିକୁ ବିରୋଧ କରି ସଫେଇ କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବାରୁ ସଫା ହୋଇପାରୁନି ଆବର୍ଜନା।

୨୫୦ କର୍ମଚାରୀ କାଲିଠୁ ଆନ୍ଦୋଳନ ଚଳାଇଥିବାରୁ ସଫେଇ କାମ ଠପ୍‌ ହୋଇପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes