ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରତିକ୍ରିୟା ରଖିଛନ୍ତି। ପାଗ ଅନୁକୂଳ ହେଲେ କାଲି ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବେ ନେଇ ମଧ୍ୟ ସୂଚନା ଦେଇଛନ୍ତି।
ଲୋକେ ରିଲିଫ୍ ସେଣ୍ଟର୍ରେ ଥିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ, ନଦୀରେ ଜଳସ୍ତର କମିଛି, ତଳିଆ ଅଞ୍ଚଳରୁ ପାଣି କମିବାରେ ସମୟ ଲାଗିବ କହିଛନ୍ତି ମନ୍ତ୍ରୀ।’