କ୍ଷତିପୂରଣ ଦାବିରେ ରାତି ସାରା ମୃତଦେହ ସହ ଲୋକଙ୍କ ଧାରଣା

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁହା ଗ୍ରାମର ଏକ ତିନି ବର୍ଷର ଶିଶୁ ଗତକାଲି କୌଣସି ଏକ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଥିଲା l

ଏହାର କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ନବରଙ୍ଗପୁର – ନନ୍ଦାହାଣ୍ଡି ରାସ୍ତାରେ ମୃତଦେହ ରଖି ରାତି ସାରା ଧାରଣା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version