କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ ଜିଲ୍ଲା ବ୍ରହ୍ମଗିରି ସଦର ଥାନା ବାସୁଦେବପୁର ଭାର୍ଗବୀ ନଦୀ ବ୍ରିଜ୍‌ ପାଖରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଜଣକ ପରମାନନ୍ଦପୁରର ହୋଇଥିବା ବେଳେ ୫ ତାରିଖରୁ ନିଖୋଜ ଥିଲେ। ମେଳଣ ଦେଖିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes