କ୍ରୁଟକୁ ମିଳିଲା ଜାତିସଂଘ ପବ୍ଲିକ ସର୍ଭିସ୍ ଆୱାର୍ଡ଼

କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)କୁ ଜାତିସଂଘ ପବ୍ଲିକ ସର୍ଭିସ୍ ଆୱାର୍ଡ଼ ମିଳିଛି।

କ୍ରୁଟ ମୋ ବସ ସେବାରେ ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କୁ ନିୟୋଜିତ କରି ପୁରସ୍କୃତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes