କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ର ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ

ସନ୍ଦୀପଙ୍କୁ ରାଜସ୍ଥାନ ଜୟପୁରରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଦେଶ ଛାଡ଼ିବା ଆଶଙ୍କାରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଥିଲା।

ଦୁବାଇ ପଳାଇବା ଯୋଜନା ବେଳେ ବିମାନବନ୍ଦରରେ ଅଟକାଇଲା ବିଓଆଇ। ସୂଚନା ପାଇ ଓଡ଼ିଶା ଇଓଡବ୍ଲୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା। କେବଳ ଓଡ଼ିଶାରେ ୮୦ ହଜାର ଲୋକଙ୍କୁ ଠକିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes