କ୍ରିପ୍ଟୋ ନିବେଶ ନାଁରେ ହଜାରେ କୋଟି ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ।
ମୁଖ୍ୟ ଅଭିଯୁକ୍ତ ଗୁରତେଜ୍ ସିଂ ସିଦ୍ଧୁ ଏବଂ ନିରଦ ଦାସଙ୍କୁ ରିମାଣ୍ଡ ନେଇଛି।କାଲି ଓପିଆଇଡି କୋର୍ଟ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।
Credible Local News of Odisha