କୋଶଳ କଳା ମଣ୍ଡଳ ପଡିଆ ଠାରେ ଧ୍ୟାନ ଯୋଗ ସାଧନା ଶିବିର ଅନୁଷ୍ଠିତ

ଆଜି ପାତଞ୍ଜଳୀ ଯୋଗପୀଠ ହରିଦ୍ଵାର ତତ୍ଵାବଧାନରେ କୋଶଳ କଳା ମଣ୍ଡଳ ପଡିଆ ଠାରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ପ୍ରଶିକ୍ଷକ ( ମୂଖ୍ୟ କେନ୍ଦ୍ରୀୟ ପ୍ରଭାରୀ ଭାରତ ସ୍ବାଭିମାନ ନ୍ୟାସ ହରିଦ୍ଵାର) ପୂଜ୍ୟ ପରମାର୍ଥ ଦେବଜୀଙ୍କ ଦ୍ଵାରା ଧ୍ୟାନ ଯୋଗ ସାଧନା ଶିବିର ଅନୁଷ୍ଠିତ ହୋଇଛି।

ଜିଲ୍ଳାର ବିଭିନ୍ନ ସଂଗଠନ ଏଥିରେ ଭାଗ ନେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes