କୋରାପୁଟ ଜିଲ୍ଲା ଆଜିଠୁ ନକ୍ସଲ ମୁକ୍ତ ଅଞ୍ଚଳ ହେଲା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ସୂଚନା ଦେଇଛନ୍ତି। ମହିଳା ନକ୍ସଲ ମମତା ପୋଡ଼ିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରିଛନ୍ତି।ରାଇଫଲ୍, ମାଗାଜିନ୍ ଓ ୧୦ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି ମମତା।
Credible Local News of Odisha