କୋଭିଡ ଆଳରେ ଏମଏସ ଲ’ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ବର୍ଜନ

କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ହେବାକୁ ଥିବା ପରୀକ୍ଷା ବର୍ଜନ କରିଛନ୍ତି l ବିଶ୍ୱବିଦ୍ୟାଳୟର ତିନି ଜଣ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଥିବା ଦର୍ଶାଇ ଛାତ୍ରଛାତ୍ରୀ ମାନେ ଅନଲାଇନ ପରୀକ୍ଷା କିମ୍ବା ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes