ଗଞ୍ଜାମ ଜିଲ୍ଲା କୋଦଳା ସବ୍ଜେଲ୍ର ବିଚାରାଧୀନ କଏଦୀଙ୍କ କୋଦଳା ହସ୍ପିଟାଲରେ ମୃତ୍ୟୁ ଘଟିଛି।
ଆଜି ଅସୁସ୍ଥ ଅନୁଭବ ପରେ କୋଦଳା ହସ୍ପିଟାଲ ନିଆଯାଇଥିଲା। ୪୫୦ ଗ୍ରାମ୍ ଅଫିମ ସହ ଧରାପଡ଼ି ଜେଲ୍ରେ ଥିଲେ।
Credible Local News of Odisha