କୋଦଗାଡ଼ଇା ହାଇସ୍କୁଲରେ ଅଗ୍ନିକାଣ୍ଡ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କୋଦଗାଡ଼ଇା ହାଇସ୍କୁଲରେ ଅଗ୍ନିକାଣ୍ଡ ଘଟି କ୍ଲାସ ରୁମରେ ଥିବା ବେଞ୍ଚ, ଡେସ୍କ ସହ କମ୍ପୁ୍ଟର ଓ ଅନ୍ୟ ସାମଗ୍ରୀ ଜଳିଯାଇଛି।

ଅଗ୍ନିଶମ ବାହିନୀର ନିଆଁ ଆୟତ୍ତ ପାଇଁ ଉଦ୍ୟମ କରୁଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes