ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କଲା ଭିଜିଲାନ୍ସ। MVIଙ୍କ ଠାରୁ ୪୪ ପ୍ଲଟ୍, ୧ କିଲୋ ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ଏବଂ ୧ କୋଟି ୩୪ ଲକ୍ଷର ଜମା ଠାବ କରିଛି ଭିଜିଲାନ୍ସ। ହାଁସଦା ଝିଅର ମେଡିକାଲ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା।