କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରେଡ୍ ବେଳେ ନଗଦ ୪ କୋଟି ୨୭ ଲକ୍ଷ ଜବତ ପରେ ତଥ୍ୟ ମାଗିଲା ଭିଜିଲାନ୍ସ। ୭ ଦିନିଆ ରିମାଣ୍ଡ ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ।

କାଲି ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes