ପିପିଲି ଟୋଲ୍ଗେଟ୍ ନିକଟରୁ ୧ କେଜି ୮୦ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।
ଏହା ସହ ୨ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି। ବାଲେଶ୍ୱରରୁ ବାଇକ୍ ଯୋଗେ ପୁରୀ ନେଇ ଯାଉଥିବା ସନ୍ଦେହ କରାଯାଉଛି। ଜବତ ବ୍ରାଉନ୍ସୁଗରର ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ।
Credible Local News of Odisha