କୋଚ ‌ବ୍ରଜଗୋପାଲ ପଣ୍ଡା ଙ୍କୁ ସମ୍ବୋଧିତ

ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ବ୍ରଜଗୋପାଲ ପଣ୍ଡା ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ରେଫରି ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ଓଡିଶା ଓଲମ୍ପିକ୍ ଆସୋସିଏସନ୍ ପକ୍ଷରୁ ସମ୍ମାନୀତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes