ମାଲବାହୀ ଟ୍ରେନ୍ର ଗୋଟିଏ ୱାଗନରେ ନିଆଁ ଲାଗିଛି। ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ହରିଶଙ୍କର ରୋଡ୍ ଷ୍ଟେସନ ପାର୍ ହେବା ପରେ ଜଣାପଡ଼ିଲା ଅଗ୍ନିକାଣ୍ଡ। ତୁରେକେଲା ରୋଡ୍ ଷ୍ଟେସନରେ ଟ୍ରେନ୍ ଅଟକିବା ପରେ ନିଆଁ ଲିଭା ଉଦ୍ୟମ ଜାରି ରହିଛି।
Credible Local News of Odisha