କେ ପପ ଗ୍ରୁପ ପ୍ରତିଯୋଗିତାରେ ଶ୍ରେୟାଙ୍କୁ ସଫଳତା

ପ୍ରଥମ ଭାରତୀୟ ଭାବେ ଓଡିଶା ଝାରସୁଗୁଡାର ଝିଅ ଶ୍ରେୟା ଲେଙ୍କା କେ-ପପ ଗ୍ରୁପରେ ସ୍ଥାନ ପାଇଛନ୍ତି ।

ଏହି ପ୍ରତିଯୋଗିତାରେ ସେ ସାରା ବିଶ୍ଵର ଚାରି ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କେ-ପପ ଗ୍ରୁପର ବ୍ଲାକ ସ୍ୱାନର ପଞ୍ଚମ ସଦସ୍ୟ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes