ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ସଞ୍ଜୀବ ପଣ୍ଡା ହେଲେ ଏଡିଜି ନକ୍ସଲ ବିରୋଧୀ ଅପରେସନ୍ ଏବଂ ଅଖିଳେଶ୍ବର ସିଂ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି।
Credible Local News of Odisha