ପରୀକ୍ଷା ତାରିଖ ଘୋଷଣା ଦାବିରେ ଲୋୟର ପିଏମ୍ଜିରେ ଆଶାୟୀ ଧାରଣାରେ ବସିଥିଲେ। କେଉଁ ସ୍ଥିତିରେ ଅଛି CBI ତଦନ୍ତ, କେବେ ହେବ ପରୀକ୍ଷା ପଚାରିଲେ। ଆମ ବୟସ ଗଡ଼ି ଯାଉଛି କହି କ୍ଷୋଭ ଜଣାଇଲେ ଆଶାୟୀ ପରୀକ୍ଷାର୍ଥୀ।
Credible Local News of Odisha