କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଆଇଏଏସ୍ ଶାଳିନୀ ପଣ୍ଡିତ

ଆଇଏଏସ୍ ଶାଳିନୀ ପଣ୍ଡିତ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ତାଙ୍କ ସମେତ ୩୫ ଅଧିକାରୀ କେନ୍ଦ୍ରକୁ ଯିବା ନେଇ ଅନୁମୋଦନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes