କେନ୍ଦ୍ରାପଡାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ସାଧାରଣତନ୍ତ୍ର ଦିବସରେ କେନ୍ଦ୍ରାପଡା ଜିଲ୍ଲାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପତାକା ଉତ୍ତୋଳନ କରିବେ ।

ପତାକା ଉତ୍ତୋଳନ ନେଇ ଆଜି ତାଲିକା ପ୍ରକାଶ ପାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version