କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ ଆୟୁକ୍ତ (ଆରଡିସି) ଡ଼ ସୁରେଶ ଚନ୍ଦ୍ର ଦଲେଇ। ଆଜି ଜିଲ୍ଲାକୁ ଗସ୍ତ ଅବସରରେ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସମେତ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ।

ଏଥି ସହିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବୁଲି ଦେଖିବା ସହ ରୋଗୀଙ୍କ ସହିତ ପ୍ରଦାନ କରାଯାଉଥିବା ସେବା ଗୁଡିକ ବାବଦରେ ପଚାରି ବୁଝିବା ସହ ଅନ୍ୟ ସମସ୍ୟା ବାବଦରେ ଆଲୋଚନା କରି ବୁଝିଥିଲେ। ଏଥି ସହିତ ୫ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଜିଲ୍ଲାର ହାଇସ୍କୁଲ ଗୁଡିକ ପରିଦର୍ଶନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes