କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା

ଦ୍ବିତୀୟ ପର୍ଯ୍ୟାୟରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨ଟି ପର୍ଯ୍ୟାୟରେ ୧୯୪ କୋଟିର ସହାୟତା ପାଇବେ ହିତାଧିକାରୀ। ଏଥିରେ ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ।
ପ୍ରତ୍ୟେକ ତୋଳାଳିଙ୍କୁ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏଥିସହ ପାଣିବୋତଲ ଓ ଚପଲ ପାଇଁ ୩୬୦ ଟଙ୍କା ମିଳିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes