୧ମ ପର୍ଯ୍ୟାୟରେ ୨୦୦ଟି ଆକାଉଣ୍ଟରୁ ୧୨୧ଟି ଆକାଉଣ୍ଟ ଯାଞ୍ଚ ହୋଇଛି।ଏଥିରୁ ୪ କୋଟି ୪୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଆଉ ୭୯ଟି ଆକାଉଣ୍ଟ ଯାଞ୍ଚ କରିବ। ଯାଞ୍ଚ ସମୟରେ ୫୦ରୁ ଊର୍ଦ୍ଧ୍ବ ଲକର ଥିବା ମଧ୍ୟ ସୂଚନା ମିଳିଛି। ଗୋ ଚାଲାଣ ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି ନେଇ ସୂଚନା ଦେଇଛି ପୋଲିସ।
Credible Local News of Odisha