କେନ୍ଦୁଝର ଜିଲ୍ଲାରେ ଫାଇଲେରିଆ ନିରାକରଣ ସଂକ୍ରାନ୍ତରେ ଏକ ଗଣମାଧ୍ୟମ କର୍ମଶାଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟଅଳୟରେ ୮ତାରିଖ ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି ।
ଲିମ୍ପାଟିକ ଫାଇଲେରିଆସିସ ଦ୍ୱାରା ଦେଖାଯାଉଥିବା ଅବସ୍ଥା ଉପରେ ଆଲୋକପାତ କରୁଥିବା ସୂଚନା ଜନସାଧାରଣଙ୍କ ମାଧ୍ୟମରେ ପ୍ରଚାର ପ୍ରସାର ସୁନିଶ୍ଚିତ କରିବା ଏହି କର୍ମଶାଳାର ଲକ୍ଷ ରହିଛି । ସିଡିଏମଓ ଡାକ୍ତର କିଶୋର ପୃଷ୍ଟି ସମେତ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇ ସମସ୍ତ ଙ୍କୁ ସଚେତନ କରିଥିଲେ।