ଏବର୍ଷ କେନ୍ଦୁଝର ବନଖଣ୍ଡରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଛି।ଗତବର୍ଷ ୧୮ଟି କଲରାପତରିଆ ଥିଲେ, ଏଥର ୨୩ ହେବା ଆକଳନ କରାଯାଇଛି। ମହାବଳ ବାଘ ଏବର୍ଷ ଠାବ କରାଯାଇ ନଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।
Credible Local News of Odisha