କେନ୍ଦୁଝରରେ ଆର୍ସେଲର ମିତ୍ତଲ କରିବ ବେନିଫିସିଏସନ ପ୍ଲାଣ୍ଟ

କେନ୍ଦୁଝର ଜିଲ୍ଲାର ଡଲକି ଠାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ 1490 କୋଟି ନିବେଶରେ ଏକ ବେନିଫିସିଏସନ ପ୍ଲାଣ୍ଟ କରିବ l ଆଜି ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି l
ଏଥିରେ 600 ଲୋକଙ୍କୁ ନିଯୁକ୍ତି ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes