କୃଷ୍ଣ ଲୀଳା ଲୋକ ନୃତ୍ୟ ସଂଘ, କେନ୍ଦୁଝର ଜିଲ୍ଲା ପକ୍ଷରୁ ଗ୍ରାମାଞ୍ଚଳରେ ରହୁଥିବା ଅସହାୟ,ବୃଦ୍ଧବୃଦ୍ଧା ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।
ରବିବାର ଏହି କ୍ରମରେ ଝୁମ୍ପୁରା ବ୍ଲକର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ମଲଦା ପଞ୍ଚାୟତର ଜାମିରଡିହ ଗ୍ରାମରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।ନିଶା ନିବାରଣ ଏବଂ ସ୍ବଚ୍ଛତା ସମ୍ବନ୍ଧରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।