କୃଷି ବୀମା ପ୍ରଦାନ ଅବହେଳା ବିରୁଦ୍ଧରେ ଗଣଧାରଣା

କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟର କୃଷକମାନଙ୍କୁ କୃଷି ବୀମା ପ୍ରଦାନ ଅବହେଳା ଓ କୃଷକ ମାରଣ ନୀତି ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ଗଣଧାରଣା,ବିକ୍ଷୋଭ ପଦର୍ଶନ ଏବଂ ଦାବିପତ୍ର ପ୍ରଦାନ କରିଛନ୍ତି ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes