କୃଷକ ଉତ୍ପାଦକ ସଂଗଠନ ମାନଙ୍କର ବୈଠକ

ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆଜି କୃଷକ ଉତ୍ପାଦକ ସଂଗଠନ ମାନଙ୍କର ତ୍ରୟମାସିକ ଯୋଜନା ଓ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନାବାର୍ଡର ଡିଡିଏମ୍ ତାପସ ଶଙ୍କର ରାଉତ ଏହାର ଅଧ୍ୟକ୍ଷତା କରିଥିଲେ।

ଅନୁଷ୍ଠିତ ବୈଠକରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ୧୧ ଟି କୃଷକ ସଂଗଠନ ଓ ୪ ଟି ପ୍ରୋତ୍ସାହନ ସଂଗଠନ ର ସଦସ୍ୟ ଯୋଗଦେଇ ଆଗାମୀ ଖରିଫ ଋତୁରେ କିପରି ଧାନ ଚାଷ ବ୍ୟତୀତ ଅନ୍ୟ ଲାଭକାରୀ ଫସଲ ଚାଷ ହୋଇପାରିବ ତାହା ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version