କୂଅରେ ପଡ଼ି ହାତୀଛୁଆର ମୃତ୍ୟୁ

କେନ୍ଦୁଝର ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ ଘଟିଛି। ୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ି ଯାଇଥିଲା, ବନବିଭାଗ ଦ୍ବାରା କୂଅରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes