ମଝି ଚିଲିକାରେ ଡଙ୍ଗା ଫସିବା ଘଟଣାରେ ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲଗାଇଛି ପ୍ରଶାସନ।
କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବ ନେଇ ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି।
Credible Local News of Odisha