କୁଳଡ଼ିହା ଅଭୟାରଣ୍ୟରେ ଚଢ଼ାଉ; ୬ ଶିକାରୀ ଗିରଫ

ବାଲେଶ୍ଵର ଜିଲ୍ଲା ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ନୀଳଗିରି ପୁଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି।

୬ ଶିକାରୀ ଗିରଫ ସହ ୬ଟି ବନ୍ଧୁକ ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes