କୁରୁଆଁ ପେକ୍ସରେ ଧାନସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ

ଆଜି ବରଗଡ ସଦର ବ୍ଲକ ଅଧିନ କୁରୁଆଁ ପେକ୍ସରେ ଚଳିତ ରବିଋତୁର ଧାନସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି କୁରୁଆଁ ସରପଂଚ ପୁଷ୍ପାଜଂଳୀ କଲତା ।

ଶୁଭାରମ୍ଭ କରିବା ସମୟରେ ପେକ୍ସ କର୍ମଚାରୀ, ଆରଏମସି କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version