ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ। OPSCର ପୂର୍ବତନ ସଚିବ କୁମୁଦ ଚନ୍ଦ୍ର ମଲ୍ଲିକଙ୍କୁ ଫେବ୍ରୁଆରି ୯ରେ କୋର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଛି।
୨୦୧୧ରୁ ଅବସର ନେଇ ସାରିଛନ୍ତି କୁମୁଦ ମଲ୍ଲିକ।
Credible Local News of Odisha