କୁମରକାନୀରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ

ବୌଦ୍ଧ ଜିଲ୍ଲା ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ କୁମୁରକାନି ଗ୍ରାମରେ ଗତି କାଲି ଅନୁଷ୍ଠିତ ହୋଇଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଉଦଯାପିତ ହୋଇଯାଇଛି।

ଏଥିରେ ପୂଜକ ବୁଦ୍ଧଦେବ ମିଶ୍ର ପୂଜା କାର୍ଯ୍ୟ ତୁଲାଉଥିବା ବେଳେ ‌ ସନ୍ତୋଷ ମଲ୍ଲିକ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ସମସ୍ତ ଗ୍ରାମବାସୀ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes