କୁନି ପୁଅର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କଲେ ବାପାମା’

ଆଜି ସ୍ୱାଭିମାନ ପରିବାର ପାଟଣାଗଡ଼ ଶାଖା ଦ୍ଵାରା ସ୍ୱାଭିମାନ ପରିବାରର ସକ୍ରିୟ ସଦସ୍ୟ ରୁଦ୍ରମଣି କର୍ସେଲଙ୍କ ପୁତ୍ର ଅର୍ଣିତ ଖର୍ସେଲର ଜନ୍ମଦିନ ଅବସରରେ ଲରମ୍ଭା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତସଂଗ୍ରହ ହୋଇଥିଲା। ଲାରାମ୍ଭା ଏବଂ ଆଖପାଖ ଗାଁର ରକ୍ତଦାତାମାନେ ସ୍ବେଛାକୃତ ଭାବେ ରକ୍ତଦାନ କରି ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes