କୁତପାଲି ରାସ୍ତା କାଦୁଅ ପଚପଚ୍

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଏସ୍ ପତ୍ରାପାଲି ପଞ୍ଚାୟତର କୁତପାଲି ଗାଁ ରାସ୍ତା ଲଗାତାର ଦୁଇ ଦିନ ପ୍ରବଳ ବର୍ଷା ହେବାରୁ ରାସ୍ତାଟି କାଦୁଅ ପଚପଚ୍ ହୋଇଯାଇଛି ।

ଯାହା ଫଳରେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅତିଶୀଘ୍ର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes