କୁଣ୍ଡାବାଇ ଲେମ୍ପ ସଭାପତି ହେଲେ ମନ୍ଦାକିନି ହାଁସଦା

ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ସ୍ଥିତ ଆଦିବାସୀ ବହୁଳ ଅଞ୍ଚଳ କୁଣ୍ଡାବାଇ ପଞ୍ଚାୟତରେ ଥିବା ଲେମ୍ପରେ ନିର୍ବାଚନ ସରିଛି ।

ସଭାପତି ଭାବେ ମନ୍ଦାକିନି ହାଁସଦା ଚାଷୀଙ୍କ ଦ୍ଵାରା ନିର୍ବାଚିତ ହୋଇଛନ୍ତି । ଚାଷୀଙ୍କ ଦୁଃଖ ସୁଖରେ ଛିଡା ହେବେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes